19.1 C
Bhubaneswar
Tuesday, December 30, 2025
Homeଓଡିଶାଦେଢମାସରେ ମହାପ୍ରଭୁଙ୍କ ଲ୍ୟାଣ୍ଡ ସେଟେଲମେଣ୍ଟ: ପୃଥ୍ୱୀରାଜ

ଦେଢମାସରେ ମହାପ୍ରଭୁଙ୍କ ଲ୍ୟାଣ୍ଡ ସେଟେଲମେଣ୍ଟ: ପୃଥ୍ୱୀରାଜ

ଭୁବନେଶ୍ୱର: ମହାପ୍ରଭୁଙ୍କ ଜମି ଜବରଦଖଲ ନେଇ ଆଇନ୍‌୍ ମନ୍ତ୍ରୀଙ୍କ ପ୍ରତିକ୍ରିୟା । ମନ୍ତ୍ରୀ କହିଛନ୍ତି ଯେ ମହାପ୍ରଭୁ ଜଗନ୍ନାଥଙ୍କ ୫୫ ହଜାର ଏକର ଜମି ଜବରଦଖଲରେ ଅଛି । ଜବରଦଖଲ ମୁକ୍ତ କରିବାକୁ ୟୁନିଫର୍ମ ପଲିସି କାର୍ଯ୍ୟକାରୀ କରାଯାଉଛି । ଏହାକୁ ଆହୁରି ସରଳ କରାଯିବ, ଫଳରେ ଜମି ସେଟେଲମେଣ୍ଟ ହୋଇପାରିବ । ଆସନ୍ତା ଦେଢମାସରେ ଲ୍ୟାଣ୍ଡ ସେଟେଲମେଣ୍ଟ ପ୍ରକ୍ରିିୟା ଆରମ୍ଭ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking