30.1 C
Bhubaneswar
Tuesday, February 3, 2026
Homeଓଡିଶାଭିତର ଭଣ୍ଡାରରେ ହେବ ଗଣତି ମଣତି: ଜଷ୍ଟିସ ବିଶ୍ୱନାଥ ରଥ

ଭିତର ଭଣ୍ଡାରରେ ହେବ ଗଣତି ମଣତି: ଜଷ୍ଟିସ ବିଶ୍ୱନାଥ ରଥ

aଭୁବନେଶ୍ୱର: ୨୭ ତାରିଖରେ ବସିବ ରତ୍ନଭଣ୍ଡାର ସଂପର୍କିତ ବୈଠକ । ଏନେଇ ପ୍ରେସମିଟ କରି ସୂଚନା ଦେଇଛନ୍ତି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ । କହିଛନ୍ତି, ରତ୍ନଭଣ୍ଡାର ସମ୍ପୁର୍ଣ୍ଣ ମରାମତି ପରେ ଅଳଙ୍କାର ପୂର୍ଣ୍ଣ ସ୍ଥାପିତ ହୋଇଛି । ଗଣତି ମଣତି ନେଇ ଏସଓପି ଉପରେ ହେବ ଆଲୋଚନା । ଜଗନ୍ନାଥ ପ୍ରେମୀଙ୍କ ସହଯୋଗ କାମନା କଲେ ଜଷ୍ଟିସ ବିଶ୍ୱନାଥ ରଥ । ଜାନିଆରୀ ମଧ୍ୟରେ ଗଣତି ମଣତି କାର୍ଯ୍ୟକ୍ରମ ସାରିବାକୁ ଚାହୁଁଛୁ । ଭିତର ଭଣ୍ଡାରରେ ହେବ ଗଣତି ମଣତି । ୧୯୭୮ ମସିହା ଗଣତି ମଣତି ତାଲିକା ସହ ଟାଲି କରାଯିବ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking