22.1 C
Bhubaneswar
Wednesday, December 17, 2025
Homeଓଡିଶାହାଇଦ୍ରାବାଦରେ ଇନଭେଷ୍ଟର୍ସ ମିଟ୍

ହାଇଦ୍ରାବାଦରେ ଇନଭେଷ୍ଟର୍ସ ମିଟ୍

ଭୁବନେଶ୍ୱର: ହାଇଦ୍ରାବାଦରେ ହେବ ଦୁଇ ଦିନିଆ ଇନଭେଷ୍ଟର୍ସ ମିଟ୍ । ନଭେମ୍ବର ୧୮ ଓ ୧୯ ତାରିଖରେ ହେବ ଇନଭେଷ୍ଟର୍ସ ମିଟ୍ । ରୋଡ୍ ଶୋ’ରେ ସାମିଲ ହେବେ ମୁଖମନ୍ତ୍ରୀ ମୋହନ ଚରଣ ମାଝୀ । ବିଭିନ୍ନ ଶିଳ୍ପପତିଙ୍କ ସହ ହେବ ୱାନ୍ ଟୁ ୱାନ୍ ଆଲୋଚନା । ଓଡିଶାରେ ଅଧିକ ନିବେଶ ପାଇଁ ଆକୃଷ୍ଟ କରାଯିବ । ଏନେଇ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking