26.1 C
Bhubaneswar
Saturday, December 13, 2025
Homeଓଡିଶାରାଜ୍ୟରେ ଆହୁରି ସପ୍ତାହେ ଥରାଇବ ଶୀତ

ରାଜ୍ୟରେ ଆହୁରି ସପ୍ତାହେ ଥରାଇବ ଶୀତ

ଭୁବନେଶ୍ୱର: ଥଣ୍ଡାରେ ଥରୁଛି ସାରା ରାଜ୍ୟ । ଚାରିଆଡେ ହାଡଭଙ୍ଗା ଶୀତ । କନ୍ଧମାଳ ଦାରିଙ୍ଗିବାଡିରେ ପ୍ରବଳ ଶୀତ ସାଙ୍ଗକୁ ତୁଷାରପାତ ଦେଖିବାକୁ ମିଳିଛି । ଆଗାମୀ ସପ୍ତାହେ ଯାଏଁ ରାଜ୍ୟବାସୀଙ୍କୁ ଶୀତ ଲହରୀରୁ ନାହିଁ ନିସ୍ତାର । ପାହାଡିଆ ଅଞ୍ଚଳରେ ୫ ଡିଗ୍ରୀ ତଳେ ରହିପାରେ ତାପମାତ୍ରା । ଜାତୀୟ ରାଜପଥରେ କୁହୁଡି ପ୍ରଭାବ, ଜନଜୀବନ ଅନ୍ତବ୍ୟସ୍ତ । ଝାରସୁଗୁଡାରେ ହାଡଭଙ୍ଗା ଶୀତ ଅନୁଭୂତ ହେଉଛି । ସକାଳ ୫ଟା ୩୦ ସୁଦ୍ଧା ଏଠାରେ ତାପମାତ୍ରା ୮.୮ ଡିଗ୍ରୀ ରେକର୍ଡ ହୋଇଛି । ପ୍ରବଳ ଥଣ୍ଡା ଯୋଗୁଁ ପନିପରିବା ଚାଷ କିଛି ମାତ୍ରାରେ ନଷ୍ଟ ହେବାର ଚାଷୀ ଆକଳନ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking