25.1 C
Bhubaneswar
Tuesday, December 9, 2025
Homeଓଡିଶା୫ ବର୍ଷରେ ମଲେଣି ୫୧୮ ଦାଦନ

୫ ବର୍ଷରେ ମଲେଣି ୫୧୮ ଦାଦନ

ଭୁବନଶ୍ୱର: ରାଜ୍ୟରେ ୫ ବର୍ଷରେ ୫୧୮ ଜଣ ଦାଦନଙ୍କ ଜୀବନ ଯାଇଛି । କଳାହାଣ୍ଡିର ୬୦, ଗଞ୍ଜାମରେ ୫୬ ଓ ବଲାଙ୍ଗିରରେ ୩୮ ଦାଦନଙ୍କ ମୃତ୍ୟୁ ହୋଇଛି । କନ୍ଧମାଳରେ ୩୪, ନବରଙ୍ଗପୁରରେ ୩୫, ରାୟଗଡାରେ ୩୪ ଦାଦନଙ୍କ ମୃତ୍ୟୁ ହୋଇଛି । ଦେଶ ଓ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇ ହୋଇଚି ମୃତ୍ୟୁ । ୩୯୫ ମୃତ ଶରୀରକୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି । ଗୃହରେ ଏନେଇ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଲିଖିତ ଉତ୍ତର ରଖିଛନ୍ତି । ସ୍ୱାଭାବିକ ଚାଲିଛି ବିଧାନସଭା ପ୍ରଶ୍ନକାଳ । ବିଭିନ୍ନ ବିଭାଗୀୟ ମନ୍ତ୍ରୀ ଗୃହରେ ବିଧାୟକଙ୍କ ଉତ୍ତର ରଖୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking