21.1 C
Bhubaneswar
Monday, February 2, 2026
Homeଦେଶ ବିଦେଶଶ୍ୱାସନଳୀରେ ଟଫି ଫସି ଶିଶୁ ମୃତ

ଶ୍ୱାସନଳୀରେ ଟଫି ଫସି ଶିଶୁ ମୃତ

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେରୁ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଶ୍ୱାସନଳୀରେ ଟଫି ଫସି ଶିଶୁ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଛି। ମୃତକଙ୍କୁ ଚକ୍ ଗୋବର୍ଦ୍ଧନ ଗ୍ରାମର ଅଢେଇ ବର୍ଷର ଶିଶୁ ଶଫେଜ ବୋଲି ଚିହ୍ନଟ କରାଯାଇଛି। ସୂଚନା ଅନୁସାରେ, ଶଫେଜଙ୍କ ଶ୍ୱାସନଳୀରେ ଟଫି ଫସିଯିବାରୁ ଶନିବାର ସନ୍ଧ୍ୟାରେ ତାଙ୍କୁ ସମ୍ପ୍ରଦାୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା, କିନ୍ତୁ ହସ୍ପିଟାଲ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା। ଶଫିଜଙ୍କ ବାପା ଶମଶାଦ କହିଛନ୍ତି ଯେ ଟଫିଟି ତାଙ୍କ ପୁଅର ଶ୍ୱାସନଳୀରେ ଫସି ଯାଇଥିଲା ଏବଂ ଘରେ ବାରମ୍ବାର ଚେଷ୍ଟା କରିବା ସତ୍ତ୍ୱେ ଏହାକୁ ବାହାର କରାଯାଇପାରିଲା ନାହିଁ। ପରେ ତାଙ୍କୁ ହସ୍ପିଟାଲ ନିଯାଇଥିଲା କିନ୍ତୁ ହସ୍ପିଟାଲ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହି ମାମଲାରେ ତଦନ୍ତ ଆରମ୍ଭ କରିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking