22.1 C
Bhubaneswar
Friday, December 5, 2025
Homeଓଡିଶାସାର କଳାବଜାରୀ: ୨୦୧୧ ଜଣଙ୍କୁ ସୋକଜ ନୋଟିସ

ସାର କଳାବଜାରୀ: ୨୦୧୧ ଜଣଙ୍କୁ ସୋକଜ ନୋଟିସ

ଭୁବନେଶ୍ୱର: ସାର କଳାବଜାରୀ ଓ ବେଆଇନ ବିକ୍ରି ରୋକିବାକୁ କଡା ଆକ୍ସନ ନିଆଯାଇଛି । ଏନଫୋର୍ସମେଣ୍ଟ ସ୍କ୍ୱାଡ ଦ୍ୱାରା ୭୦୦୧ ଲାର ବିକ୍ରୟ  କେନ୍ଦ୍ରରେ ଚଢାଉ ଚାଲିଛି । ୨୦୧୧ ନିୟମ ଉଲ୍ଲଙ୍ଘନକାରୀ ବିକ୍ରେତାଙ୍କୁ ହୋଇଛି କାରଣ ଦର୍ଶାଅ ନୋଟିସ । ୩୫ ଦୋକାନରେ ବିକ୍ରି ବନ୍ଦ ସହ ୧୨ଟି  ବିକ୍ରି ସାମଗ୍ରୀ ଜବତ ହୋଇଛି । ୫ ବିକ୍ରେତାଙ୍କ ନାଁରେ ଅପରାଧିକ ମାମଲା, ୭୭ ଡିଲରଙ୍କ ଲାଇସେନ୍ସ ବାତିଲ ହୋଇଛି । ଅରବିନ୍ଦ ମହାପାତ୍ର ଙ୍କ ପ୍ରଶ୍ନରେ  ଉପମୁଖ୍ୟମନ୍ତ୍ରୀ  କେ. ଭି ସିଂହଦେଓ ଉତ୍ତର ରଖିଛନ୍ତି । ସ୍ୱାଭାବିକ ଚାଲିଛି ବିଧାନସଭା ପ୍ରଶ୍ନକାଳ । ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଷଷ୍ଠ ଦିନ ।  ବିଧାୟକ, ବିଧାୟିକାଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭିନ୍ନ ବିଭାଗର ମନ୍ତ୍ରୀ ।ଅନ୍ୟପଟେ  ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ମୁହାଁମୁହିଁ ହୋଇପାରନ୍ତି  ଶାସକ ଏବଂ ବିରୋଧୀ ।  ଧାନ ମଣ୍ଡି ସମସ୍ୟା ନେଇ ମୁଲତବୀ ପ୍ରସ୍ତାବ  ଦେଇପାରେ ମୁଖ୍ୟ ବିରୋଧୀ ବିଜେଡି ।  ସେପଟେ ଶକ୍ତି, କୃଷି ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ରହିଛି  ପ୍ରଶ୍ନକାଳ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking