26.1 C
Bhubaneswar
Wednesday, March 25, 2026
Homeଓଡିଶାହାତୀ ଉପଦ୍ରବ: ଚିନ୍ତାରେ ଚାଷୀ

ହାତୀ ଉପଦ୍ରବ: ଚିନ୍ତାରେ ଚାଷୀ

ବଲାଙ୍ଗୀର: କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡା ରେଞ୍ଜରେ ୩୦ ଟିକିଆ ହାତୀ ପଲଙ୍କ ଉପଦ୍ରବ।  ବଙ୍ଗୋମୁଣ୍ଡା ରେଞ୍ଜର ବିଭିନ୍ନ ଗାଁରେ ପଶି ଧାନ ଚାଉଳ ଖାଇବା ସହ ଫସଲ ଦଳିଚକଟି ନଷ୍ଠ କରୁଛନ୍ତି। ଲୋକଙ୍କ ଠାରୁ ଖବର ପାଇ ବନ କର୍ମଚାରୀମାନେ ପହଞ୍ଚି ହାତୀପଲଙ୍କୁ ଘଉଡ଼ାଇବା ପାଇଁ ଉଦ୍ୟମ କରିଥିଲେ । ତାସହିତ ଘରୁ ନବହାରିବା ପାଇଁ ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ଲୋକଙ୍କୁ ସଚେଚନ କରୁଛନ୍ତି। ନୂଆପଡା ଜିଲ୍ଲା ତିଖାଳି ଅଞ୍ଚଳରୁ ବଲାଙ୍ଗିର ଜିଲ୍ଲାକୁ ପ୍ରବେଶ କରି ବର୍ତ୍ତମାନ ହାତୀ ବଙ୍ଗୋମୁଣ୍ଡା ରେଞ୍ଜର ଛତରଦାଣ୍ଡି ସଂରକ୍ଷିତ ଜଙ୍ଗଲ ଭିତରେ ଅଛନ୍ତି । ବନ ବିଭାଗ ଡ୍ରୋନ ସାହାର୍ଯ୍ୟରେ ହାତୀଙ୍କ ଗତି ବିଧି ଉପରେ ନଜର ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking