28.1 C
Bhubaneswar
Thursday, February 5, 2026
Homeଓଡିଶାଭଙ୍ଗା ହେବ କଟକର ବିପଦସଙ୍କୁଳ କୋଠା: ମନ୍ତ୍ରୀ

ଭଙ୍ଗା ହେବ କଟକର ବିପଦସଙ୍କୁଳ କୋଠା: ମନ୍ତ୍ରୀ

ଭୁବନେଶ୍ୱର: ଭଙ୍ଗା ହେବ କଟକର ସମସ୍ତ ବିପପଦ ସଙ୍କୁଳ କୋଠା । ଏନେଇ ବିଧାନସଭାରେ  ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।  ବିପଦସଙ୍କୁଳ  କୋଠା ଚିହ୍ନଟ ପାଇଁ ବିଶେଷ କମିଟି ଗଠନ କରାଯାଇଛି ।  କମିଟିର ସଦସ୍ୟମାନେ ସମସ୍ତ ୱାର୍ଡରେ ସର୍ଭେ  କାର୍ଯ୍ୟ ଚଳାଉଛନ୍ତି । ସର୍ଭେ  କାମ ସରିଲେ ଚିହ୍ନଟ କୋଠା ମାନଙ୍କୁ ନୋଟିସ ହେବ । ନିୟମାନୁସାରେ ଭାଙ୍ଗିବା ପାଇଁ  ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking