19.1 C
Bhubaneswar
Friday, December 5, 2025
Homeଓଡିଶାରାଜ୍ୟସଭାରେ ଘେରିବ ବିଜେଡି

ରାଜ୍ୟସଭାରେ ଘେରିବ ବିଜେଡି

ଭୁବନେଶ୍ୱର: ଚଳିତ ସଂସଦ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗ ଉଠାଇବ ବିଜେଡି । ସର୍ବଦଳୀୟ ବୈଠକ ପରେ ସାଂସଦ ସସ୍ମିତ ପାତ୍ରଙ୍କ ସୂଚନା । ସୂଚନା ଦେଇ ସାଂସଦ କହିଛନ୍ତି ଯେ ରାଜ୍ୟସଭାରେ ମୂଲ୍ୟବୃଦ୍ଧି, ମୁଦ୍ରାସ୍ଫୀତି, ବେକାରୀ ସମସ୍ୟା ପ୍ରସଙ୍ଗ ଉଠିବ । ଓଡିଶା ପାଇଁ ସ୍ୱତନ୍ତ୍ର ବର୍ଗ ରାଜ୍ୟ ମାନ୍ୟତା ଦାବି କରିବ ବିଜେଡି । ଓଡିଶାର ଆଇନଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗ ଉଠିବ । ପୋଲାଭରମ୍ ଓ ମହାନଦୀ ବିବାଦ ପ୍ରସଙ୍ଗ ଉଠାଇବ ବିଜେଡି  ା ମହିଳା ଏବଂ ଶିଶୁଙ୍କ ବିରୁଦ୍ଧରେ ଅପରାଧ ବୃଦ୍ଧି ପ୍ରସଙ୍ଗ ଉଠିବ । ନୂଆପଡା ଉପନିର୍ବାଚନରେ ବଡଧରଣର ଅନିୟମିତତା ହୋଇଛି ଅଭିଯୋଗ ଆଣିବା ସହ ଓଡିଶାରେ ସିବିଆଇ ତଦନ୍ତ କରୁଥିବା ପୋଲିସ ଏସଆଇ ଦୁର୍ନିତୀ ପ୍ରସଙ୍ଗ ମଧ୍ୟ ଉଠାଇବ ବିଜେଡି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking