21.7 C
Bhubaneswar
Monday, February 23, 2026
Homeଓଡିଶାଜୁନ ସୁଦ୍ଧା ସରିବ ଚଣ୍ଡୀ ମନ୍ଦିର କାମ: ମନ୍ତ୍ରୀ

ଜୁନ ସୁଦ୍ଧା ସରିବ ଚଣ୍ଡୀ ମନ୍ଦିର କାମ: ମନ୍ତ୍ରୀ

ଭୁବନେଶ୍ୱର: ଜୁନ ସୁଦ୍ଧା ଚଣ୍ଡି ମନ୍ଦିର କାମ ସାରିବାକୁ ନିର୍ଦ୍ଦେଶ  ଦେଇଛନ୍ତି । କଟକ ରିଂ ରୋଡ ପ୍ରକଳ୍ପ କାମ ବର୍ଷା କାରଣରୁ ନିଲମ୍ବିତ  କରାଯାଇଛି । ନଦୀରେ ଅଧିକ ପାଣି ଥିବାରୁ କାମ ବିଳମ୍ବିତ ହେଉଛନ୍ତି । ଯଥାଶୀଘ୍ର ସାରିବା ପାଇଁ  ଚେଷ୍ଟା କରୁଛୁ କହିଲେ ପୂର୍ତ୍ତମନ୍ତ୍ରୀ  ନବୀନ ପଟ୍ଟନାୟକ । ତ୍ରିଶୁଳିଆରେ ଦ୍ୱିତୀୟ ବ୍ରିଜ ନିର୍ମାଣ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଧାୟକ ସଫିଆ ଫିର୍ଦ୍ଦୋଶଙ୍କ ପ୍ରଶ୍ନରେ  ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉତ୍ତର ରଖିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking