32.8 C
Bhubaneswar
Wednesday, June 17, 2026
Homeଓଡିଶାଜବରଦଖଲ ମୁକ୍ତ ହେବ କଲେଜ ଜମି: ମନ୍ତ୍ରୀ

ଜବରଦଖଲ ମୁକ୍ତ ହେବ କଲେଜ ଜମି: ମନ୍ତ୍ରୀ

ଭୁବନେଶ୍ୱର: ସବୁ କଲେଜ ଜମିକୁ ଜବରଦଖଲ ମୁକ୍ତ କରାଯିବ। ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଉଚ୍ଚଶିକ୍ଷାମନ୍ତ୍ରୀ ସୂଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି। ଭଦ୍ରକ ମହିଳା କଲେଜରେ ପୂର୍ବରୁ ବହୁ ଅସାମାଜିକ ଦୌରାତ୍ମ୍ୟ ଥିଲା। ଆମ ସରକାର ଆସିବା ପରେ ଏହାକୁ ଦମନ କରାଯାଇଛି। ଭଦ୍ରକ ସମେତ ରାଜ୍ୟର ବହୁ କଲେଜ ଜବରଦଖଲ ଭିତରେ । ସବୁ କଲେଜ ଜମିକୁ  ଜବରଦଖଲ ମୁକ୍ତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking