ଭୁବନେଶ୍ୱର: ତାଳଚେର ଫର୍ଟିଲାଇଜର ଲିମିଟେଡ୍ରୁ ଉତ୍ପାଦନ ହେବ ସାର । ୨୦୨୭ ଡିସେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବ କାରଖାନା । ଟିଏଫଏଲ୍ ପରିଚାଳନା ନିର୍ଦ୍ଦେଶକ ଏନେଇ ସୂଚନା ଦେଇଛନ୍ତି । ସୂଚନା ଦେଇ କହିଛନ୍ତି ଯେ ଏବେ କାରଖାନାରେ ୭୦ ପ୍ରତିଶତ ନିର୍ମାଣ କାମ ଶେଷ ହୋଇଛି । ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ୧.୨୭ ନିୟୁତ ଟନ୍ ସାର ଉତ୍ପାଦନ ହେବ ।










