33.1 C
Bhubaneswar
Sunday, May 17, 2026
Homeଓଡିଶାକ୍ଷମା ମାଗିଲେ ଆଙ୍କର ଲିଜା

କ୍ଷମା ମାଗିଲେ ଆଙ୍କର ଲିଜା

ଭୁବନେଶ୍ୱର: ହ୍ୟମାନ ସାଗର ମୃତ୍ୟୁ ଘଟଣାରେ ମନ୍ତବ୍ୟ ନେଇ ଆଙ୍କର ଲିଜାଙ୍କ କ୍ଷମା ପ୍ରାର୍ଥନା। ସ୍ଲିପ୍ ଅଫ୍ ଟଙ୍ଗ କହି ଭିଡିଓ ବାର୍ତ୍ତାରେ କ୍ଷମା ପ୍ରାର୍ଥନା କଲେ। ଉଦ୍ଦେଶ୍ୟମୂଳକ ଭାବେ କିଛି କରି ନାହିଁ, ଯଦି କାହାକୁ ବାଧିଛି ଦୁଃଖିତ। ସେପଟେ ବାଲେଶ୍ୱର ସହଦେବ ଖୁଣ୍ଟା ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି। ଥାନାରେ ଲିଖିତ ଅଭିଯୋଗ କରିଛି ବାଲେଶ୍ୱର ମେଲୋଡି ଆସୋସିଏସନ୍।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking