23.1 C
Bhubaneswar
Sunday, February 8, 2026
Homeଓଡିଶାଜବରଦଖଲ ଉଚ୍ଛେଦ ପରେ କଟାଯିବ ୨୦୦ ଗଛ

ଜବରଦଖଲ ଉଚ୍ଛେଦ ପରେ କଟାଯିବ ୨୦୦ ଗଛ

ଭୁବନେଶ୍ୱର: ସାଲିଆସାହି ଜବରଦଖଲ ଉଚ୍ଛେଦ ପରେ କଟାଯିବ ଗଛ। ରାସ୍ତା ନିର୍ମାଣ ପାଇ ପ୍ରାୟ ୨୦୦ ଗଛଁ କଟାଯିବ । ତେବେ କେଉଁ ଗଛ କଟାଯିବ ସେ ନେଇ ବନ ବିଭାଗ ଚିହ୍ନଟ କରିଛି।ଅନ୍ୟପକ୍ଷେ, ସବୁ ବସ୍ତି ବାସିନ୍ଦାଙ୍କୁ ମିଳିବ ସରକାରୀ ଘର ଏ ନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ଯେଉଁମାନେ ଘର ଛାଡୁନାହାନ୍ତି ସେମାନଙ୍କୁ କିଛି ଲୋକ ବିଭ୍ରାନ୍ତ କରୁଛନ୍ତି। ତାର କାରଣ ହେଲା ସେମାନେ ଏକାଧିକ ଘରକୁ ଭଡ଼ା ସୂତ୍ରରେ ଦେଇଛନ୍ତି। ସେମାନଙ୍କ ଘର କାଳେ ଭାଙ୍ଗିଯିବ ସେ ଭୟରେ ସେମାନେ ବିଭ୍ରାନ୍ତି କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking