33.1 C
Bhubaneswar
Wednesday, March 25, 2026
Homeଓଡିଶାନୂଆପଡାରେ ଏକ ଇତିହାସ ସୃଷ୍ଟି ହୋଇଛି: ମନମୋହନ

ନୂଆପଡାରେ ଏକ ଇତିହାସ ସୃଷ୍ଟି ହୋଇଛି: ମନମୋହନ

ନୂଆପଡା: ନୂଆପଡାରେ ଏକ ଇତିହାସ ସୃଷ୍ଟି ହୋଇଛି । ବିଜୟୀ ଉତ୍ସବରେ ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ସମସ୍ତଙ୍କ ପରିଶ୍ରମରେ  ଏହି ବଡ ସଫଳତା ମିଳିଛି । ବିଜେପି ପ୍ରତି ଥିବା ବିଶ୍ୱାସ ନୂଆପଡାରେ ପ୍ରତିଫଳିତ ହୋଇଛି । ଆସନ୍ତାକାଲି ନୂଆପଡା ଉପନିର୍ବାଚନ ଗଣତିର ଫଳାଫଳ ପ୍ରକାଶ ପାଇଛି।ବିଜେପି ପ୍ରାର୍ଥୀ  ଜୟ ଢୋଲକିଆ ତାଙ୍କ ନିକଟତମ ପ୍ରାର୍ଥୀ କଂଗ୍ରେସର ଘାସିରାମ ମାଝୀଙ୍କୁ ୮୩ ହଜାର ୭୪୮ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି।ନୂଆପଡ଼ାର ନୂଆ ନେତା ଭାବେ ବାଜି ମାରିଛନ୍ତି ଜୟ ଢୋଲକିଆ। ବିଜେଡି ଗଡ଼କୁ ଧ୍ବସ୍ତ କରି ଉପନିର୍ବାଚନରେ ଜୟଙ୍କ ବଡ଼ ବିଜୟ ହୋଇଛି। ୧୧ ବର୍ଷ ପରେ ନୂଆପଡ଼ାରେ ପୁଣି ଥରେ ପଦ୍ମ ଫୁଟିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking