ନୂଆପଡା: ନୂଆପଡା ଉପନିର୍ବାଚନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା । ୧୪ କମ୍ପାନୀ ସିଏପିଏଫ୍ ମୁତୟନ ରହିବେ କହିଲେ ଏସ୍ପି । ଇନର କର୍ଡନରେ ସିଏପିଏଫ୍ ମୁତୟନ ରହିବେ । ବାହାରେ ସ୍ଥାନୀୟ ପୋଲିସ ମୁତୟନ ରହିବେ । ୧୦୦ରୁ ଉର୍ଦ୍ଧ୍ୱ ବୁଥ୍ରେ ସିଏପିଏଫ୍ ମୁତୟନ ହେବେ । ସମସ୍ତ ବୁଥ୍ରେ ସୁରକ୍ଷା ନେଇ ସୁବ୍ୟବସ୍ଥା କରାଯାଇଛି । ଆସନ୍ତା ନଭେମ୍ବର ୧୧ରେ ମତଦାନ ଅନୁଷ୍ଠିତ ହେବ । ୧୪ ନଭେମ୍ବରରେ ଫଳାଫଳ ପ୍ରକାଶ ପାଇବ ।










