ଭୁବନେଶ୍ୱର: ନବୀନଙ୍କ ନୂଆପଡା ପ୍ରଚାରକୁ ନେଇ ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି , ନିର୍ବାଚନ ସରିବା ଯାଏଁ ନୂଆପଡା ରେ ନିର୍ବାଚନ ସରିବା ଯାଏଁ ନୂଆପଡାରେ ରହି ପ୍ରଚାର କରନ୍ତୁ ନବୀନ । ଲମ୍ବା ଶାସନରେ ନୂଆପଡା ପାଇଁ କଣ କରିଛନ୍ତି ତାର ହିସାବ ଦିଅନ୍ତୁ । କ୍ଷମତାରେ ଥିବା ବେଳେ ନୂଆପଡାର ଯେଉଁ ଅଞ୍ଚଳ ଯାଇ ନାହାନ୍ତି ବୁଲି ଦେଖନ୍ତୁ । ନବୀନଙ୍କ ଲୋକପ୍ରିୟତା ବଢିଛି କି କମିଛି ଲୋକେ ଜବାବ ଦେଇସାରିଛି । ୨୦୨୪ ନିର୍ବାଚନରେ ଲୋକେ ତା’ର ଜବାବ ଦେଇସାରିଛନ୍ତି, ନବୀନଙ୍କ ଲୋକପ୍ରିୟତା ଯଦି ଥିଲା କାହିଁକି ପ୍ରତ୍ୟାଖ୍ୟାନ କେଲ ଲୋକେ? ଆଦର୍ଶବାଦ ଲଢେଇରେ ବିଶ୍ୱାସ କରୁ, ବ୍ୟକ୍ତିଗତ ଲଢେଇରେ ନୁହେଁ ।










