15.1 C
Bhubaneswar
Monday, December 8, 2025
Homeଓଡିଶାବିଜେଡି ଭୟ କରୁଛି: ବିଜେପି

ବିଜେଡି ଭୟ କରୁଛି: ବିଜେପି

ଭୁବନେଶ୍ୱର: ଚୋର୍ ମଚାଏ ସୋର୍ କହି ବିଜୋଡିକୁ ବିଜେପିର ଟାର୍ଗେଟ । ବିଜେଡିକୁ ଟାର୍ଗେଟ କଲେ ବିଜେପି ମୁଖପାତ୍ର ମନୋଜ ମହାପାତ୍ର । ଟାର୍ଗେଟ କରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ କହିଥିଲେ ପାତାଳରେ ଥିଲେ ବି ଦୋଷୀ ଧରାଯିବ । ଶଙ୍କର ପୃଷ୍ଟିକୁ ନେପାଳ ସୀମାରୁ ଧରାଗଲା । ସେ ସଂସ୍ଥାକୁ ବିଜେଡି ସରକାର ସମୟରେ ଅନୁବନ୍ଧିତ କରାଯାଇଥିଲା । ବିଜେଡି ଭୟ କରୁଛି ଯେ, ତାର ଲିଙ୍କ ନବୀନ ନିବାସ ଯାଏଁ ଥିବ ବୋଲି । ଶଙ୍କର ପୃଷ୍ଟି ଧରାପଡିବା ପରେ ସରକାରଙ୍କୁ ବିଜେଡ ଟାର୍ଗେଟ କରି କହିଥିଲା ଯେ  ା ଯଦି ପୂର୍ବ ସରକାରରେ ହଜାରେ କୋଟିର ଡିଲ୍ କଥା କହୁଛି ତଦନ୍ତ କରାନ୍ତୁ । କେବଳ ଶଙ୍କର ପୃଷ୍ଟିକୁ ଧରିଆଣି ନିଜକୁ ଦୋଷମୁକ୍ତ ବୋଲି ଭାବିବା ଠିକ୍ ନୁହେଁ । ନହେଲେ ଆମେ କୋର୍ଟର ଦ୍ୱାରସ୍ଥ ହେବୁ ।

ନହେଲେ କୋର୍ଟର ଦ୍ୱାରସ୍ଥ ହେବୁ : ବିଜେଡି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking