15.1 C
Bhubaneswar
Monday, December 8, 2025
Homeଓଡିଶାପିଡିଏସ୍ ଚାଉଳ: ଇ-କେୱାଇସି ଅବଧି ବୃଦ୍ଧି

ପିଡିଏସ୍ ଚାଉଳ: ଇ-କେୱାଇସି ଅବଧି ବୃଦ୍ଧି

ଭୁବନେଶ୍ୱର: ପିଜିଏସ୍ ହିତାଧିକାରୀଙ୍କ ପାଇଁ ଖୁସି ଖବର । ପିଜିଏସ୍ ହିତାଧିକାରୀଙ୍କ ପାଇଁ ଇ-କେୱାଇସି ଅବଧି ବୃଦ୍ଧି କଲେ ସରକାର । ଆସନ୍ତା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କଲେ ସରକାର । ଯେଉଁମାନେ କରାଇ ନାହାନ୍ତି ବର୍ଦ୍ଧିତ ସମୟ ଭିତରେ କରାଇବାକୁ ପରାମର୍ଶ ଦେଇଛନ୍ତି ସରକାର । ରାସନ କାର୍ଡ ପରିଚାଳନା କେନ୍ଦ୍ରରେ ଆଧାରଯୁକ୍ତ ଇ-କେୱାଇସି କରାଇ ପାରିବେ । ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking