15.1 C
Bhubaneswar
Monday, December 8, 2025
Homeଓଡିଶାବନ୍ଧୁକ ମୁନରେ ଲୁଟ୍‌

ବନ୍ଧୁକ ମୁନରେ ଲୁଟ୍‌

ସୋର: ସୋରରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ହାତଗୋଡ ବାନ୍ଧି, ବନ୍ଧୁକ ଓ ଭୁଜାଲି ଦେଖାଇ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ, ସିମୁଳିଆ ଥାନା ଗାଁମାର୍କୁଣାରେ ଜଣଙ୍କ ଘରୁ ଲୁଟି ନେଲେ ୮ରୁ ୧୦ ଦୁର୍ବୃତ୍ତ । ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ ଟଙ୍କା ଲୁଟ୍ ହୋଇଥିବା ନେଇ ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୁଟେରାଙ୍କୁ ଧରିବା ପାଇଁ ଚଢାଉ କରିବା ସହ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking