ଭୁବନେଶ୍ୱର: ରାଜ୍ୟର ପ୍ରତ୍ୟେକ ନୂତନ ରାସ୍ତା ହେବ ଗ୍ରୀନ କରିଡର । ଏନେଇ ସୂଚନା ଦେଇଛନ୍ତି, ପୂର୍ତ୍ତ ମନ୍ତ୍ରୀ । ପରିବେଶ ସୁରକ୍ଷା ଓ ବୃକ୍ଷରୋପଣକୁ ଗୁରୁତ୍ୱ ଦେଇ ପୂର୍ତ୍ତ ବିଭାଗ ନିଷ୍ପତ୍ତି ନେଇଛନ୍ତି । ରାଜପଥ, ଜିଲ୍ଲା ମୁଖ୍ୟ ରାସ୍ତା ସହ ଅନ୍ୟାନ୍ୟ ସମସ୍ତ ସଡକରେ ହେବ ବୃକ୍ଷରୋପଣ । ରାସ୍ତାରେ ଲାଗିବ କ୍ୟୁଆର ସ୍କାନର, ଲୋକଙ୍କୁ ମିଳିବ ସମସ୍ତ ତଥ୍ୟ ।










