27.1 C
Bhubaneswar
Wednesday, February 4, 2026
Homeଓଡିଶାଆଉ ଦୁଇ ଦିନ ବର୍ଷା: ମନୋରମା

ଆଉ ଦୁଇ ଦିନ ବର୍ଷା: ମନୋରମା

ଭୁବନେଶ୍ୱର: ଆଗାମୀ ଦୁଇ ଦିନ ରାଜ୍ୟରେ  ହାଲୁକାରୁ ମଧ୍ୟମ ଧରଣର ବର୍ଷା  ହେବାର ଆଶଙ୍କା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି । କହିଛନ୍ତି,  ରାଜ୍ୟରେ  ଆଗାମୀ  ଦୁଇ ଦିନ ବର୍ଷା ହେବ । ଉପକୂଳ, ଆଭ୍ୟନ୍ତରୀଣ ଓ ଉତ୍ତର ଓଡିଶାରେ  ବର୍ଷିବ । ବିଜୁଳି, ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ୩୦ରୁ ୪୦ କିମି ବେଗରେ ପବନ ବହିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking