21.7 C
Bhubaneswar
Monday, February 23, 2026
Homeଓଡିଶାଓଡିଶା ଉପରେ ମୋନ୍ଥାର ପ୍ରଭାବ ଆଉ ନାହିଁ

ଓଡିଶା ଉପରେ ମୋନ୍ଥାର ପ୍ରଭାବ ଆଉ ନାହିଁ

ଭୁବନେଶ୍ୱର: ଓଡିଶା ଉପରେ ଆଉ ମୋନ୍ଥାର ପ୍ରଭାବ ନାହିଁ । ଏନେଇ ଭୁବନେଶ୍ୱର ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି ।  ଆସନ୍ତା ୩ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବ ।  ୬ ଘଣ୍ଟାରେ  ଗଭୀର ଅବପାତରୁ ଅବପାତରେ ପରିଣତ ହେବ । କଟକ ଓ ଭୁବନେଶ୍ୱରରେ ହାଲୁକା ବର୍ଷା ହେବା ସମ୍ଭାବନା ରହିଛି । ରାଜ୍ୟର କିଛି ଜିଲ୍ଲାରେ ସାମାନ୍ୟ ବର୍ଷା ହେବାର ରହିଛି । ମୋନ୍ଥା ପ୍ରଭାବରେ   ଆନ୍ଧ୍ରପ୍ରଦେଶରେ ଜଣେ ବୃଦ୍ଧାଙ୍କ ଜୀବନ ଯାଇଚି ।  ଆନ୍ଧ୍ର କୋନାସିନା ଜିଲ୍ଲାରେ ବୃଦ୍ଧାଙ୍କ ଘର ଉପରେ ଗଛ ପଡିଯିବାରୁ ମୃତ୍ୟୁ ହୋଇଛି ।  ଅନ୍ୟ ୨ ଜଣ ଆହତ ହୋଇଥିବା ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking