27.1 C
Bhubaneswar
Saturday, December 6, 2025
Homeଓଡିଶାଜୈବିକ ଚାଉଳରୁ ହେବ କୋଠ ଭୋଗ

ଜୈବିକ ଚାଉଳରୁ ହେବ କୋଠ ଭୋଗ

ପୁରୀ: ଆସନ୍ତା ରଥଯାତ୍ରାରୁ ଜୌବିକ ଚାଉଳରେ ପ୍ରସ୍ତୁତ ହେବ କୋଠ ଭୋଗ । ଏନେଇ କୃଷି ବିଭାଗ ପ୍ରମୁଖ ଶାସନ ସଚିୁବ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି । ବଳଭଦ୍ର ଜୈବିକ ଚାଷ ମିଶନ ଦ୍ୱାରା ପ୍ରସ୍ତୁତ ଚାଉଳରୁ  ପ୍ରସ୍ତୁତ ହେବ । ଶ୍ରୀଅନ୍ନ କାର୍ଯ୍ୟକ୍ରମରେ ଅନେକ ଜିଲ୍ଲାରେ  ଜୈବିକ ଚାଷ କରାଯାଉଛି । ନିଆଳି ଏବଂ କୋରାପୁଟରେ ଚାଷୀ ଜୈବିକ ଧାନ ଚାଷ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking