ଭୁବନେଶ୍ୱର: ଝାଡଖଣ୍ଡର ନାବାଳିକାକୁ ଦୁଷ୍କର୍ମ ମାମଲାରେ ଡିଜିପିଙ୍କ କଡା ନିର୍ଦ୍ଦେଶ । ରେଡ୍ଫ୍ଲାଗ୍ ଅନ୍ତର୍ଭୁକ୍ତ ପାଇଁ ପୋଲିସ ଡିଜି ନିର୍ଦ୍ଦେଶ ଦେଇଛନ୍ତି । କ୍ରାଇମବ୍ରାଞ୍ଚ ସିଏଡବ୍ଲୁ ମୁଖ୍ୟ ଏମ୍ ସାଇନି ଘଟଣାକୁ ମନିଟର କରିବେ । ୪ ମହିଳା ଡିସିପି ଘଟଣାର ତଦନ୍ତରେ ସହେଯାଗ କରିବେ । ଝାଡଖଣ୍ଡ ପୋଲିସ ସହିତ ଯୋଗାଯୋଗରେ ରହିବ ଓଡିଶା ପୋଲିସ ।










