16.1 C
Bhubaneswar
Saturday, December 6, 2025
Homeଓଡିଶାଅକ୍ଟୋବରରେ ଦୁଇଟି ବାତ୍ୟା!

ଅକ୍ଟୋବରରେ ଦୁଇଟି ବାତ୍ୟା!

ଭୁବନେଶ୍ୱର: ଅକ୍ଟୋବର ଚାଲିଥିବାରୁ ପୁଣି ସେଭଳି କିଛି ବାତ୍ୟା ଆଶଙ୍କା ଦେଖାଦେଇଛି । ଆମେରିକାର ଜିଏଫ୍‌ଏସ୍‌ ମଡେଲ୍‌ ସେମିତି କିଛି ଆକଳନ କରୁଛି । ଅର୍ଥାତ ଅକ୍ଟୋବରରେ ଦୁଇ ଦୁଇଟି ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ଯଦିଓ ଏନେଇ ଚିତ୍ର ଏବେ କିଛି ସ୍ପଷ୍ଟ ହୋଇନାହିଁ, କିନ୍ତୁ ସମ୍ଭାବନାକୁ ଏଡ଼ାଇ ଯାଇ ହେବନି । ୧୯୯୯ ମସିହା ଅକ୍ଟୋବର ମାସ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା ଦୁଇଟି ଶକ୍ତିଶାଳୀ ବାତ୍ୟା । ଗୋଟିଏ  ଅକ୍ଟୋବର ୧୭ରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ଠାରେ ସ୍ଥଳଭାଗ ଛୁଇଁଥିଲା । ଅନ୍ୟଟି ବଙ୍ଗୋପସାଗର ଇତିହାସର ସବୁଠାରୁ ଶକ୍ତିଶାଳୀ ମହାବାତ୍ୟା ଭାବେ ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking