16.1 C
Bhubaneswar
Sunday, December 14, 2025
Homeଓଡିଶା ନୂଆପଡା ବିକାଶ ଦାୟିତ୍ୱ ମୋର: ମୁଖ୍ୟମନ୍ତ୍ରୀ

 ନୂଆପଡା ବିକାଶ ଦାୟିତ୍ୱ ମୋର: ମୁଖ୍ୟମନ୍ତ୍ରୀ

ନୂଆପଡା: ନୂଆପଡା ବିକାଶ ଦାୟିତ୍ୱ ମୋର, କଥା ଦେଇ କଥା ରଖନ୍ତୁ । ନୂଆପଡା ଇତିହାସରେ ନୂଆ ଫର୍ଦ୍ଦ ଯୋଡି ହେବାକୁ ଯାଉଛି । ଏବେଠାରୁ ନୂଆପଡାବାସୀ ଦେଖିବେ ଡବଲ ଇଞ୍ଜିନ ସରକାରର ବିକାଶ । ପୂର୍ବ ସରକାରରେ ମୁଖ୍ୟମନ୍ତ୍ରୀ ଉପନିର୍ବାଚନ ବେଳେ କଥା ଦେଇ ରଖୁନଥିଲେ । ମାତ୍ର ମୁଁ ଏହା ଭିତରେ ନୂଆପଡା ପାଇଁ ୧୧ ଶହ କୋଟିର ପ୍ରକଳ୍ପ ଘୋଷଣା କରିଛି । ଜୟଙ୍କ ପ୍ରତି ବିଜେଡି ନେତାଙ୍କ ବ୍ୟକ୍ତିଗତ ଆରୋପ ଗ୍ରହଣୀୟ ନୁହେଁ ।  ଆଉ ନବୀନ ବାବୁ ଏପରି  ଘୃଣ୍ୟ ଟିପ୍ପଣୀକୁ ନିନ୍ଦା ନକରିବା ଦୁର୍ଭାଗ୍ୟଜନକ ।  ନୂଆପଡାବାସୀ ଏହି ଘୃଣ୍ୟ ମନ୍ତବ୍ୟର  ଉପଯୁକ୍ତ ଜବାବ ଦେବେ ।  ବିଜେଡିକୁ ଜିଲ୍ଲା ଭିତରେ ପ୍ରାର୍ଥୀ ମିଳିଲା ନାହିଁ, ବାହାର ଜିଲ୍ଲାରୁ ଆଣିଲେ । ବାହାର ପ୍ରାର୍ଥୀରୁ ନୂଆପଡା ବାସୀ କେବେ ଗ୍ରହଣ କରିବେ ନାହିଁ । କଂଗ୍ରେସ , ବିଜେଡି ଗୋଟିଏ ରାସ୍ତାରେ ଅଗ୍ରସର ହେଉଛନ୍ତି । ବିଜେଡି ଆଦୌ ପ୍ରତିଦ୍ୱନ୍ଦିତାରେ ନାହିଁ, ଲୋକେ ଦେଖିବେ । ଏଥର ନୂଆପଡାରେ ବିଜେପିର ଏକପାଖିଆ ବିଜୟ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking