18.1 C
Bhubaneswar
Thursday, February 12, 2026
Homeଓଡିଶାପୀତବାସ ହତ୍ୟାକାଣ୍ଡ ମାମଲା; ଖୁବଶୀଘ୍ର ସମସ୍ତେ ଗିରଫ ହେବେ: ଡିଜିପି

ପୀତବାସ ହତ୍ୟାକାଣ୍ଡ ମାମଲା; ଖୁବଶୀଘ୍ର ସମସ୍ତେ ଗିରଫ ହେବେ: ଡିଜିପି

ଭୁବନେଶ୍ୱର: ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ଡିଜିପି ୱାଇ ବି ଖୁରାନିଆ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଖୁବଶୀଘ୍ର ସମସ୍ତ  ଅଭିଯୁକ୍ତ ଗିରଫ ହେବେ । ବିହାରରୁ ୨ ଜଣଙ୍କୁ ଉଠାଇ ଆଣିଲା ପୋଲିସ । ଜଣେ ସାର୍ପ ସୁଟର, ଅନ୍ୟ ଜଣେ ରେକି ଟିମରେ ସାମିଲ ଅଛନ୍ତି । ପୀତବାସଙ୍କ ଘନିଷ୍ଠ ସହେଯାଗୀ ଓ ଜଣେ ବ୍ୟବସାୟୀଙ୍କୁ ମଧ୍ୟ ଜେରା କରାଯାଇଛି । ବିହାର, ଦିଲ୍ଲୀ ଓ କୋଲକାତାରେ ଓଡିଶା ପୋଲିସ ସ୍ୱତନ୍ତ୍ର ଟିମ ଗଠନ କରି ତଦନ୍ତ ଆରମ୍ଭ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking