29 C
Bhubaneswar
Friday, June 26, 2026
Homeଓଡିଶାଟ୍ୟାଙ୍କର-ବାଇକ୍‌ ମୁହାଁମୁହିଁ ଧକ୍କା: ୨ମୃତ

ଟ୍ୟାଙ୍କର-ବାଇକ୍‌ ମୁହାଁମୁହିଁ ଧକ୍କା: ୨ମୃତ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା  ରାମନାଗୁଡ଼ା ଥାନା ପାଲୁପାଇ ଗ୍ରାମ ନିକଟ ୩୨୬ ନମ୍ବର ଜାତୀୟ ରାଜପଥରେ ଏକ ତେଲ ଟ୍ୟାଙ୍କର ଓ ବାଇକ୍‌ ମୁହାଁମୁହିଁ ହୋଇଛନ୍ତି। ଫଳରେ ୨ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।  ଭାସ୍କର ରାଓ ମିଣିଆକାଙ୍କ ହୋଇଥିବା ବେଳେ ସେ ରାୟଗଡ଼ା ବ୍ଲକ ଗୁମ୍ମା ନିକଟସ୍ଥ ଟୁଲୁଗୁଡା ଗ୍ରାମର ବୋଲି ଜଣାପଡ଼ିଛି। କିନ୍ତୁ ଦୁର୍ଘଟଣାରେ କିଏ ମୃତ୍ୟୁବରଣ କରିଛି ପରିଚୟ ମିଳିପାରିନଥିବା ରାମନାଗୁଡା ପୁଲିସ ପ୍ରକାଶ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking