27.1 C
Bhubaneswar
Wednesday, March 25, 2026
Homeଓଡିଶାମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଅବଧି ବୃଦ୍ଧି

ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଅବଧି ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମେଧାବୀ  ଛାତ୍ର  ପ୍ରୋତ୍ସାହନ ଯୋଜନା  ଆବେଦନ ବଢିଲା । ଇ- ମେଧାବୃତ୍ତି, ବ୍ୟାସକବି ଫକୀର ମୋହନ ଭାଷାବୃତ୍ତି ଆବେଦନ ଅବଧି ବୃଦ୍ଧି ହୋଇଛି । ଗୋପବନ୍ଧୁ ଶିକ୍ଷା  ସହାୟତା ଯୋଜନା  ଅବଧି ମଧ୍ୟ ବଢିଲା । ଆବେଦନ ଅବଧି ଅକ୍ଟୋବର ୨୪ ତାରିଖକୁ ବୃଦ୍ଧି କଲା ଉଚ୍ଚ ଶିକ୍ଷା ବିଭାଗ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking