33.1 C
Bhubaneswar
Monday, February 23, 2026
Homeଦେଶ ବିଦେଶସ୍କ୍ରାପ୍ ଡିଲିଂ ୟୁନିଟରେ ଅଗ୍ନିକାଣ୍ଡ

ସ୍କ୍ରାପ୍ ଡିଲିଂ ୟୁନିଟରେ ଅଗ୍ନିକାଣ୍ଡ

ମାଙ୍ଗାଲୁରୁ: ରବିବାର ଉଡୁପି ଜିଲ୍ଲାର ଉଚିଲା ଗାଁରେ ଏକ ସ୍କ୍ରାପ୍ ଡିଲିଂ ୟୁନିଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଛି ଏବଂ ଅଗ୍ନି ନିୟନ୍ତ୍ରଣ ପାଇଁ ପ୍ରୟାସ ଜାରି ରହିଛି । ଘଟଣାସ୍ଥଳରୁ ଧୂଆଁର କୁହୁଳି ବାହାରୁଥିବା ଦେଖାଯାଇଥିଲା। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking