25.1 C
Bhubaneswar
Tuesday, February 24, 2026
Homeଓଡିଶାଖୁବ୍‌ଶୀଘ୍ର ପ୍ରାର୍ଥୀଙ୍କ ନାଁ ଘୋଷଣା: ବସନ୍ତ ପଣ୍ଡା

ଖୁବ୍‌ଶୀଘ୍ର ପ୍ରାର୍ଥୀଙ୍କ ନାଁ ଘୋଷଣା: ବସନ୍ତ ପଣ୍ଡା

ଭୁବନେଶ୍ୱର: ନୂଆପଡ଼ା ପାଇଁ ବିଜେପି କୋର୍ କମିଟି ବୈଠକରେ ରଣନୀତି ପ୍ରସ୍ତୁତି ହୋଇଯାଇଛି।  କୋର୍ କମିଟି ବୈଠକ ପରେ ବରିଷ୍ଠ ବିଜେପି ନେତା ବସନ୍ତ ପଣ୍ଡା ପ୍ରତିକ୍ରିୟା ଦେଇଛନ୍ତି। ପ୍ରତିକ୍ରିୟା ଦେଇ କହିଲେ ଦଳ ଯାହାକୁ ବି ପ୍ରାର୍ଥୀ କରିବ ସେ କେମିତି ଜିତିବେ ତାହା ହେବ ପ୍ରାଥମିକତା। ପୂର୍ବତନ ସଭାପତି, ମହାମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକଙ୍କୁ ଟାସ୍କ ଦିଆଯାଇଛି। ସହମତି ଭିତ୍ତିରେ ପ୍ରାର୍ଥୀ ଦିଆଯିବ, ସେ କେମିତି ଜିତିବେ ସମସ୍ତେ କାର୍ଯ୍ୟ କରିବେ। ପ୍ରାର୍ଥୀ କିଏ ହେବେ ତାହା ସଂସଦୀୟ ବୋର୍ଡ ସ୍ଥିର କରିବ। ୧୩ରେ ନାମାଙ୍କନ ଦାଖଲ ଥିବାରୁ ଖୁବଶୀଘ୍ର ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking