17.1 C
Bhubaneswar
Sunday, December 7, 2025
Homeଓଡିଶାକୋହଳ ହେଲା ଗାଡି ଚାଲାଣ ଫାଇନ: ୧୦ ହଜାର ବଦଳରେ ୫ ହଜାର

କୋହଳ ହେଲା ଗାଡି ଚାଲାଣ ଫାଇନ: ୧୦ ହଜାର ବଦଳରେ ୫ ହଜାର

ଭୁବନେଶ୍ୱର: ଜୁଲାଇ ୩୧ କିମ୍ବା ତା ପୂର୍ବରୁ ଇ ଚାଲାଣ କଟିଥିଲେ ଫାଇନ କୋହଳ ହୋଇଛି । ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ  ବିଜ୍ଞପ୍ତି ଜାରି ହୋଇଛି । ଫାଇନ ୫୦ ପ୍ରତିଶତ କୋହଳ କଲେ ରାଜ୍ୟ ସରକାର । ୫୦ ହଜାର ବଦଳରେ  ଦେବାକୁ  ହେବ  ୨୫ ହଜାର  ଟଙ୍କା କରାଯାଇଛି । ୧୦ ହଜାର ବଦଳରେ ୫ ହଜାର, ୫ ହଜାର ବଦଳରେ ୨୫୦୦ ଫାଇନ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking