28.1 C
Bhubaneswar
Thursday, February 5, 2026
Homeଓଡିଶାଆଇଆରବି ଯବାନଙ୍କ ପତ୍ନୀ ପୋଡିଯାଇ ମୃତ

ଆଇଆରବି ଯବାନଙ୍କ ପତ୍ନୀ ପୋଡିଯାଇ ମୃତ

କୋରାପୁଟ: ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀ ମୃତ । ସହର ଉପକଣ୍ଠସ୍ଥ ଓ ଏମପି ଉପର ଲାଇନରେ କ୍ୱାର୍ଟର୍ସରେ ପତ୍ନୀ ମୃତ । ବିଦ୍ୟୁତ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟି ପୋଡିଯାଇ  ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡରୁ ଅଳ୍ପକେ ଶାସୁ ଓ ପୁଅ ବର୍ତ୍ତି ଯାଇଥିବା ସୂଚନା ମିଳିଛି । କୋରାପୁଟ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲେ । ମୃତ ମହିଳାଙ୍କ ସ୍ୱାମୀ ଆଇଆରବିରେ କାର୍ଯ୍ୟରତ ଥିବା ସୂଚନା ମିଳିଛି ।  କୋରାପୁଟ ଟାଉନ ଥାନା ଓ ସାଇଣ୍ଟଫିକ ଟିମ ପକ୍ଷରୁ ତଦନ୍ତ କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking