25.1 C
Bhubaneswar
Saturday, February 14, 2026
Homeଓଡିଶାବିନା ନବୀନରେ ବିଜେଡି ପଦଯାତ୍ରା

ବିନା ନବୀନରେ ବିଜେଡି ପଦଯାତ୍ରା

ଭୁବନେଶ୍ୱର: ବିନା ନବୀନରେ ବିଜେଡିର ପଦଯାତ୍ରା ଆରମ୍ଭ ହୋଇଛି । ପ୍ରଥମ ଥର ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁପସ୍ଥିତିରେ ବିଜେଡି କରୁଛି ପଦଯାତ୍ରା । ଅନୁପସ୍ଥିତ ଥାଇପାରନ୍ତି କିନ୍ତୁ ଲୋକେ ନବୀନଙ୍କୁ ଭଲ ପାଆନ୍ତି ବୋଲି ନେତା ମତ ଦେଇଛନ୍ତି । ମାସେ ଧରି ଚାଲିବ ବିଜେଡିର ସନ ସମ୍ପର୍କ ପଦଯାତ୍ରା । ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚାଲିଛି ଯୋଜନା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking