14.1 C
Bhubaneswar
Saturday, December 6, 2025
Homeଓଡିଶାଇଣ୍ଟରନେଟ୍ କଟକଣା ୨୪ ଘଣ୍ଟା ବୃଦ୍ଧି ପ୍ରସ୍ତାବ

ଇଣ୍ଟରନେଟ୍ କଟକଣା ୨୪ ଘଣ୍ଟା ବୃଦ୍ଧି ପ୍ରସ୍ତାବ

କଟକ: କଟକରେ ଇଣ୍ଟରନେଟ୍ କଟକଣା ଆଉ ୨୪ ଘଣ୍ଟା ବୃଦ୍ଧି ପାଇଁ ପ୍ରସ୍ତାବ ଦିଆଯାଇଛି । ରାଜ୍ୟ ସରକାରଙ୍କୁ ଜିଲ୍ଲା ପ୍ରଶାସନ ପ୍ରସ୍ତାବ ଦେଇଛନ୍ତି । ଚୂଡାନ୍ତ ନିଷ୍ପତ୍ତି ହୋଇନାହିଁ । ଏନେଇ ସୂଚନା ଦେଲେ କଟକ ଅତିରିକ୍ତ ଜିଲ୍ଲାପାଳ । ଆଜି ସଂଧ୍ୟା ୭ଟାରେ ସରୁଛି ଇଣ୍ଟରନେଟ୍ କଟକଣା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking