28.1 C
Bhubaneswar
Thursday, February 5, 2026
Homeଓଡିଶାଆସୁଛି ଆଉ ଏକ ଲଘୁଚାପ: ୧ ରୁ ପୁଣି ପ୍ରବଳ ବର୍ଷା

ଆସୁଛି ଆଉ ଏକ ଲଘୁଚାପ: ୧ ରୁ ପୁଣି ପ୍ରବଳ ବର୍ଷା

ଭୁବନେଶ୍ବର: ଆସୁଛି ଆଉଏକ ଲଘୁଚାପ । ରାଜ୍ୟରେ ୧ ରୁ ପୁଣି ପ୍ରବଳ ବର୍ଷା । ୩୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୧ ଅକ୍ଟୋବର ପାଖାପାଖି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏଥିପାଇଁ ୧ ରୁ ରାଜ୍ୟରେ ପ୍ରବଳ ବର୍ଷାନେଇ ସତର୍କ କରିଛି ପାଣିପାଗ କେନ୍ଦ୍ର । ୩୦ ରେ ଘୂର୍ଣ୍ଣିବଳୟ ,୧ ରେ ଲଘୁଚାପ ଓ ୨ ରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି  ।ସିଷ୍ଟମ ଟି ଓଡିଶା ଉପକୁଳରୁ ବହୁ ଦୂରରେ ରହୁଥିବା କାରଣରୁ ୩୦ ତାରିଖ ଓ ୧ ତାରିଖ ରାଜ୍ୟରେ ମୁଖ୍ୟତଃ ପାଗ ଶୁଖିଲା ରହିପାରେ । କିଛି କିଛି ସ୍ଥାନ ମାନଙ୍କରେ ବର୍ଷା ହୋଇପାରେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking