27.1 C
Bhubaneswar
Saturday, December 6, 2025
Homeଓଡିଶା୨ ବର୍ଷ ବଢିଲା ଆଟର୍ଣ୍ଣି ଏଜିଙ୍କ କାର୍ଯ୍ୟକାଳ

୨ ବର୍ଷ ବଢିଲା ଆଟର୍ଣ୍ଣି ଏଜିଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ: ୨ ବର୍ଷ ବଢିଲା ଆଟର୍ଣ୍ଣି  ଜେନେରାଲଙ୍କ କାର୍ଯ୍ୟକାଳ । ଆର ଭେଙ୍କଟକମଣିଙ୍କ କାର୍ଯ୍ୟକାଳ ବଢାଇଲେ କେନ୍ଦ୍ର ସରକାର । ୨୦୨୫ ଅକ୍ଟୋବର ୧ରୁ କାର୍ଯ୍ୟକାରୀ ହେବ । ଏନେଇ ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ସେପ୍ଟେମ୍ବର ୩୦ରେ ସରୁଥିଲା ଏଜିଙ୍କ କାର୍ଯ୍ୟକାଳ । ୨୦୨୭ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସେବାରେ ରହିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking