17.1 C
Bhubaneswar
Tuesday, December 9, 2025
Homeଓଡିଶାଲୁଟ୍ ପାଇଁ ମହିଳାଙ୍କୁ ଛୁରୀ ଭୁସି ହତ୍ୟା

ଲୁଟ୍ ପାଇଁ ମହିଳାଙ୍କୁ ଛୁରୀ ଭୁସି ହତ୍ୟା

ପୋଲସରା: ପୋଲସରାରୁ ମିଳିଛି ଏକ ଅଭାବନୀୟ ଘଟଣାର ଖବର । ଗୁଡିମାଳ ଗାଁ ପଡିଆରୁ ମହିଳାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । ବାଘୁଆ ନାଳକୁ ଗାଧୋଇବାକୁ ଯାଇଥିଲେ ମହିଳା । ସେହି ସମୟରେ ଲୁଟେରାମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ । ମହିଳାଙ୍କ କାନ ଓ ନାକର ସୁନା ଅଳଙ୍କାର ନଥିବାରୁ ହତ୍ୟା ପରେ ଲୁଟ୍ ସନ୍ଦେହ କରାଯାଉଛି । ଦୁର୍ବୃତ୍ତ ଛୁରୀ ଭୁସି ହତ୍ୟା କରିବା ପରେ ଲୁଟ୍ କରିଥିବା ସନ୍ଦେହ କରାଯାଉଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ହେପାଜତକୁ ନେଇ ତଦନ୍ତ ଅରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking