21.1 C
Bhubaneswar
Thursday, February 5, 2026
Homeଓଡିଶାନବୀନ ଆସୁନଥିବାରୁ ବିଜେଡି ଗୃହ ଅଚଳ କରୁଛି: ଜୟନାରାୟଣ

ନବୀନ ଆସୁନଥିବାରୁ ବିଜେଡି ଗୃହ ଅଚଳ କରୁଛି: ଜୟନାରାୟଣ

ଭୁବନେଶ୍ୱର: ଗୃହ ମୁଲତବିକୁ ନେଇ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ନବୀନ ଅସୁସ୍ଥ, ସେ ଆସୁ ନଥିବାରୁ ବିଜେଡି ଗୃହକୁ ଅଚଳ କରୁଛି । ଆମେ ସବୁ ପ୍ରକାର ଆଲୋଚନା ପାଇଁ ପ୍ରସ୍ତୁତ ।  ଗୃହ ବିଧି ବ୍ୟବସ୍ଥାରେ ଚାଲେ, ଅନାସ୍ଥା ହେଉକି ସାର ସରକାର ଅଡୁଆରେ ନାହାନ୍ତି । ଆଜି ବିଧାନସଭାରେ ଗୋଟିଏ ମିନିଟ ମଧ୍ୟ ଚାଲିପାରିନଥିଲା ଗୃହ । ବିଜେଡି ବିଧାୟକଙ୍କ ସାର ସଙ୍କଟ ପ୍ରସଙ୍ଗକୁ ନେଇ ନାରାବାଜି କରିଥିଲେ । ଏନେଇ ବାଚସ୍ପତି ସୁରମା ପାଢୀ ୪ ଟା ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking