27.1 C
Bhubaneswar
Saturday, December 6, 2025
Homeଓଡିଶା୨ ବର୍ଷରେ କିସକୁ କେନ୍ଦ୍ରର ୩୪ କୋଟି ଅନୁଦାନ

୨ ବର୍ଷରେ କିସକୁ କେନ୍ଦ୍ରର ୩୪ କୋଟି ଅନୁଦାନ

ଭୁବନେଶ୍ୱର: ୨ ବର୍ଷରେ କିସକୁ  କେନ୍ଦ୍ର ସରକାରଙ୍କ ୩୪ କୋଟି ୭୩ ଲକ୍ଷ  ଅନୁଦାନ । ୧୦ ହଜାର ଛାତ୍ରଛାତ୍ରୀଙ୍କ ପାଇଁ ମାସିକ  ୧୫ ଶହ  କ୍ୱିଣ୍ଟାଲ ଚାଉଳ ବି  ଦେଇଛନ୍ତି  । ଗୃହରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ  ଉତ୍ତର ରଖିଛନ୍ତି । ୨୦୨୩- ୨୪ରେ ୨୫ କୋଟି ୪୧ ଲକ୍ଷ , ୨୦୨୪-୨୫ରେ ୯ କୋଟି ୩୧ ଲକ୍ଷ  ମଞ୍ଜୁର ହୋଇଛି ।  ଏବେ ୧୪, ୪୮୨ ପିଲା ପଢୁଛନ୍ତି, ୧୦ ହଜାର ଛାତ୍ରଛାତ୍ରୀଙ୍କ ପାଇଁ  ଚାଉଳ ଦିଆଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking