21.1 C
Bhubaneswar
Saturday, December 6, 2025
Homeଓଡିଶାପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ: ୪ଟା ଯାଏଁ ଗୃହ ମୁଲତବୀ

ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ: ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ଆଜି ବିଧାନସଭା ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ । ପ୍ରଶ୍ନକାଳ ଆରମ୍ଭରୁ ହିଁ ଗୃହରେ ବିରୋଧୀ ଦଳ ନାରାବାଜି କରିଥିଲେ । ବିରୋଧୀଙ୍କ ହୋହଲ୍ଲାରେ ଚାଲିଥିଲା ପ୍ରଶ୍ନକାଳ । ବାଚସ୍ପତିଙ୍କ ପୋଡିୟମ ତଳକୁ ଆସି ପୋଷ୍ଟର ଧରି ପାଟିତୁଣ୍ଡ କରିଥିଲେ ବିରୋଧୀ । ରାଜ୍ୟରେ ସାର ଅଭାବ ପ୍ରସଙ୍ଗକୁ ନେଇ ବିଜେଡି ବିଧାୟକ ନାରାବାଜି କରିଥିଲେ । ଫଳରେ ଚାଲିପାରିନଥିଲା ଗୃହ। ଏନେଇ ବାଚସ୍ପତି ସୁରମା ପାଢୀ ଗୃହକୁ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି । ଅନ୍ୟପଟେ ଗତକାଲି ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ମହିଳା ନିର୍ଯାତନା, ନାରୀ ଅସୁରକ୍ଷିତ, ପଞ୍ଚାୟତିରାଜ ବ୍ୟବସ୍ଥା ଉପରେ  ସରକାରଙ୍କ ଆକ୍ରମଣ ଏସବୁ ପ୍ରସଙ୍ଗକୁ ନେଇ ଅନାସ୍ଥା ଆଣିଛି  କଂଗ୍ରେସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking