28.5 C
Bhubaneswar
Monday, June 8, 2026
Homeଓଡିଶାଇ-ଚାଲାଣ: ଏକକାଳୀନ ସେଟଲମେଣ୍ଟ ଯୋଜନା ଘୋଷଣା କଲା ପରିବହନ ବିଭାଗ

ଇ-ଚାଲାଣ: ଏକକାଳୀନ ସେଟଲମେଣ୍ଟ ଯୋଜନା ଘୋଷଣା କଲା ପରିବହନ ବିଭାଗ

ଭୁବନେଶ୍ୱର: ଏକକାଳୀନସେଟଲମେଣ୍ଟ ଯୋଜନା ଘୋଷଣା କଲା ପରିବହନ ବିଭାଗ । ଦୀର୍ଘ ଦିନ ଧରି ପଡି ରହୁଥିବା ଚାଲାଣର ସମାଧାନ ନେଇ ପଦକ୍ଷେପ ନିଆଯାଇଛି ।  ଉଲ୍ଲଂଘନକାରୀ କମ ପରିମାଣରେ ଜୋରିମାନା ଦେଇ ସମାଧାନ କରିପାରିବେ । ୩୧ ଜୁଲାଇ ୨୦୨୫ ଯାଏଁ ଅମୀମାଂସିତ ଇ- ଚାଲାଣ ପାଇଁ ଲାଗୁ । ଏହି ଯୋଜନା ଆଜିର ବିଜ୍ଞପ୍ତି ଜାରି  ଦିନରୁ ୬ ମାସ ପାଇଁ  ବୈଧ ରହିବ । ଯେଉଁ ଚାଲାଣ କୋର୍ଟରେ ପ୍ରୋସିକ୍ୟୁସନ ଦାଖଲ ହୋଇଛି ହୋଇପାରିବନି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking