16.1 C
Bhubaneswar
Saturday, December 6, 2025
Homeଓଡିଶାଶ୍ରୀମନ୍ଦିର ନିକଟରେ ଲାଗିବ ଆଣ୍ଟି ଡ୍ରୋନ

ଶ୍ରୀମନ୍ଦିର ନିକଟରେ ଲାଗିବ ଆଣ୍ଟି ଡ୍ରୋନ

ପୁରୀ:  ଶ୍ରୀମନ୍ଦିର ନିକଟବର୍ତ୍ତୀ ଅଞ୍ଚଳରେ ଲାଗିବ ଆଣ୍ଟି ଡ୍ରୋନ ପ୍ରଣାଳୀ ।  ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା କେନ୍ଦ୍ରାଞ୍ଚଳ ଡିଆଇଜି ସୂଚନା ଦେଇଛନ୍ତି । ୭ ଜିଲ୍ଲାର ଏସପିଙ୍କୁ ନେଇ ବସିଥିବା  ବୈଠକ ପରେ ଡିଆଇଜି ସୂଚନା ଦେଇଛନ୍ତି ।  ଶ୍ରୀମନ୍ଦିର, ସମୂଦ୍ରକୂଳ, ପର୍ଯ୍ୟଟକଙ୍କ ସୁରକ୍ଷାକୁ ମଜଭୁତ କରିବାକୁ ନିଷ୍ପତ୍ତି  ନିଆଯାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking