27.1 C
Bhubaneswar
Sunday, August 16, 2026
Homeଓଡିଶାନଷ୍ଟ କରାଗଲା ଅପମିଶ୍ରିତ କ୍ଷୀର

ନଷ୍ଟ କରାଗଲା ଅପମିଶ୍ରିତ କ୍ଷୀର

ଆଠଗଡ଼: ମାଟିରେ ମିଶିଲା ୨୮ ହଜାର ଲିଟର ଅପମିଶ୍ରିତ କ୍ଷୀର। ଗୁରୁଡିଝାଟିଆ ଥାନା କୁଷ୍ପଙ୍ଗିରେ ଜବତ ଅପମିଶ୍ରିତ କ୍ଷୀରକୁ ନଷ୍ଟ କଲା ପୋଲିସ । ଆଠଗଡ଼ ଏସଡିଜେଏମଙ୍କ ନିର୍ଦ୍ଦେଶରେ ନଷ୍ଟ କଲା ଗୁରୁଡ଼ିଝାଟିଆ ପୋଲିସ୍। ଜନବସତି ନିକଟରୁ ଦୂର ଏକ ନିଛାଟିଆ ଜଙ୍ଗଲ ମଧ୍ୟରେ ଡ୍ରେନେଜ୍ କରି ନଷ୍ଟ କରାଗଲା। ୯ରେ କୁଷ୍ପଙ୍ଗି ନିକଟ ହୋଟେଲ୍ ପଛ ପଟୁ ଅପମିଶ୍ରିତ କ୍ଷୀର ଧରିଥିଲା ପୋଲିସ। ମାଷ୍ଟର ମାଇଣ୍ଡ ହୋଟେଲ୍ ମାଲିକ ଓ ସହଯୋଗୀ ଗିରଫ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking