17.1 C
Bhubaneswar
Tuesday, December 9, 2025
Homeଓଡିଶାଏହି ମାସରେ ବହୁତ କିଛି ହେବ: ତୋମାର

ଏହି ମାସରେ ବହୁତ କିଛି ହେବ: ତୋମାର

ଭୁବନେଶ୍ୱର: ବୋର୍ଡ ନିଗମ, ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଆସିଲା ବଡ ସୂଚନା । ବୋର୍ଡ ନିଗମ, ମନ୍ତ୍ରିମଣ୍ଡଳ ସାମ୍ପ୍ରସାରଣ ହେବା ନେଇ ସଙ୍କେତ ଦେଇଛନ୍ତି ଭାଜପା ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର । କହିଲେ ଏହି ମାସରେ ବହୁତ କିଛି ହେବାକୁ ଯାଉଛି । ଆସନ୍ତା ୨୭ ତାରିଖରେ ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତରେ ଆସୁଛନ୍ତି । ଯେତେବେଳେ ମୋଡି ଓଡିଶା ଗସ୍ତରେ ଆସନ୍ତି କିଛି ଦେଇକରି ଯାଇଥାନ୍ତି । ପ୍ରଧାନମନ୍ତ୍ରୀଙ୍କ ଫୋକସ୍‌ରେ ସବୁବେଳେ ରହିଛନ୍ତି ଯୁବ ବର୍ଗ ଏବଂ ଏହା ତାଙ୍କର ପ୍ରାଥମିକତା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking