15.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶନେପାଳ ଅଶାନ୍ତ ପାଇଁ ବିମାନ ବନ୍ଦରରେ ଉଡାଣ ବନ୍ଦ

ନେପାଳ ଅଶାନ୍ତ ପାଇଁ ବିମାନ ବନ୍ଦରରେ ଉଡାଣ ବନ୍ଦ

ନେପାଳ: ନେପାଳ ଅଶାନ୍ତ ପାଇଁ ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦର ବନ୍ଦ ହେଲା । କାଠମାଣ୍ଡୁ ସାରା ହିଂସା ଲାଗି ରହିଥିବାରୁ  ଅନିର୍ଦ୍ଦିଷ୍ଟ କାଳ ପାଇଁ ଉଡାଣ ବନ୍ଦ ରହିଛି । ସୁରକ୍ଷା ଦୃଷ୍ଟିରୁ ଟିଆଇଏରୁ ସମସ୍ତ ବିମାନର ଉଡାଣ ବାତିଲ ହୋଇଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ଓଲିଙ୍କ ଘର ଜାଳି ଦେଇଛନ୍ତି ବିକ୍ଷୋଭକାରୀ । ନେପାଳୀ କଂଗ୍ରେସ ସଭାପତି ଶେର ବାହାଦୂର ଦୁଏବାଙ୍କ ଘରେ ଭଙ୍ଗାରୁଜା  କରିଛନ୍ତି । ମନ୍ତ୍ରିପରିଷଦର କିଛି ସଦସ୍ୟଙ୍କ ଘରେ ପଶି ପୋଡାଜଳା  କରିଛନ୍ତି । ଆର୍ମି ହେଲିକେପ୍ଟର ଜରିଆରେ କିଛି ମନ୍ତ୍ରୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking