27.1 C
Bhubaneswar
Saturday, December 6, 2025
Homeଓଡିଶାସାପ କାମୁଡାରେ ଭାଇ,ଭଉଣୀ ମୃତ

ସାପ କାମୁଡାରେ ଭାଇ,ଭଉଣୀ ମୃତ

ନବରଙ୍ଗପୁର: ବିଷାକ୍ତ  ସାପ କାମୁଡାରେ  ଭାଇ , ଭଉଣୀ ମୃତ । ଉମରକୋଟ ବ୍ଲକ ରାଜପୁର ଗାଁରେ ଅଭାବନୀୟ ଘଟଣା ଘଟିଛି ।  ମୃତ ଭଉଣୀର ବୟସ ୧୧ ବର୍ଷ , ଭାଇର ବୟସ ୯ ମାସ । ଉଭୟେ ଅସୁସ୍ଥତା ଅନୁଭବ କରିବାରୁ ପରିବାର ଲୋକେ  ଉମରକୋଟ ମେଡିକାଲକୁ ନେଇଥିଲେ ।  ସେଠାରେ ଡାକ୍ତର ତାଙ୍କୁ  ମୃତ ଘୋଷଣା କରିଛନ୍ତି । ଏନେଇ ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking