13.1 C
Bhubaneswar
Sunday, December 7, 2025
Homeଓଡିଶାଝାରସୁଗୁଡ଼ାରେ ଫୁଟିଲା ଗୁଳି

ଝାରସୁଗୁଡ଼ାରେ ଫୁଟିଲା ଗୁଳି

ଝାରସୁଗୁଡ଼ା: ରେଲୱେ କର୍ମଚାରୀଙ୍କ ଘର ଉପରକୁ ଗୁଳିମାଡ଼। ଝାରସୁଗୁଡ଼ା ସହରର ରେଲୱେ କଲୋନୀରେ ଦୁର୍ବୃତ୍ତର ଗୁଳିମାଡ଼। ବିଳମ୍ବିତ ରାତିରେ ୪ ରାଉଣ୍ଡ ଗୁଳିମାଡ଼ କରିଛି ଦୁର୍ବୃତ୍ତ। ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ। ଗୁଳିମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ଏସ୍‌ପି ପହଞ୍ଚି ତଦାରଖ କରୁଛନ୍ତିଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking